logo

ଭାଲିଆଡ଼ିହି ସ୍ଵପ୍ନେଶ୍ୱର ମହାଦେବ ପୀଠ ରେ ଶିବ ଜାଗର।

ଭାଲିଆଡ଼ିହି ସ୍ଵପ୍ନେଶ୍ୱର ମହାଦେବ ପୀଠ ରେ ଶିବ ଜାଗର।

କେନ୍ଦୁଝର -୧୫/୦୨(ଖଣ୍ଡାଧାର ନିୟୁଜ) କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଧୃପଦା ଅନ୍ତର୍ଗତ ଭାଲିଆଡ଼ିହି ଗ୍ରାମରେ ୨୦୦୮ ମସିହାରୁ ପାତାଳଫୁଟା ମହାଦେବ ସ୍ୱପ୍ନେଶ୍ୱର ସ୍ଵପ୍ନାଦେଶ ଦେଇ ଆବିର୍ଭାବ ହୋଇଥିଲେ l କେନ୍ଦୁଝର ଭାଲିଆ ଡ଼ିହି ଠାରେ ଦୀର୍ଘବର୍ଷ ଧରି ଶିବ ରାତ୍ରି ଜାଗର ପାଳନ କରାଯାଇ ଆସୁଅଛି | ଏହି ଗ୍ରାମ ରେ ବ୍ରାହ୍ମଣ ପୂଜା କରନ୍ତି ନାହିଁ, କେବଳ ଗ୍ରାମର ଦେହୁରୀ ପୂଜା କରିଥାନ୍ତି, ତାଙ୍କ ନାମ ମକୁରୁ ଦେହୁରୀ |ଆଖ ପାଖ ଗାଁ ତଥା ଅଞ୍ଚଳର ଲୋକ ମାନେ ମିଶି ଶିବରାତ୍ରି, ଖୁଵ ଧୁମ ଧାମ ରେ ପାଳନ କରନ୍ତି ତଥା ପିଲାମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଆୟୋଜନ ମାନ ଆୟୋଜନ କରୁଥିବା ଜଣାଯାଇଛି |

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

14
528 views