logo

ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ବ୍ରୁଦ୍ଧାଙ୍କୁ କଲେ ଥଇଥାନ।

ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ବ୍ରୁଦ୍ଧାଙ୍କୁ କଲେ ଥଇଥାନ।

କେନ୍ଦୁଝର: ତା ୧୩/୦୨/୨୦୨୬ ରିଖ ଅପରାହ୍ନ ୫ ଘଟିକା ସମୟରେ ଆଇନ୍ ସେବା ପ୍ରାଧିକରଣ, କେନ୍ଦୁଝର ଅସହାୟ ମହିଳା ( ବୃଦ୍ଧା ) ରୁକ୍ମଣୀ ପାତ୍ରଙ୍କୁ ବନା ଯୋଡି ସ୍ଥିତ ଆନନ୍ଦାଶ୍ରମ ଠାରେ ଥଇଥାନ କରିଛନ୍ତି । ମହିଳା ଜଣକ ଦେବଗଡ ଜିଲ୍ଲାରେ ବିବାହ କରିଥିଲେ । ବାପଘରେ ଗିଧିବାସ ଠାରେ ଆଶ୍ରୟ ନେଇ ମଧ୍ୟ ବଂଚିବା ଲାଗି ନିରୁପାୟ ହୋଇ, ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସହାୟତା ଲୋଡିଥିଲେ । ଏବଂ ଆଜି ଆଇନ୍ ସେବା ର ସ୍ନେହଲତା ବାସ୍କେ, ଜଷ୍ଟିସ୍ ସସ୍ମିତା ନନ୍ଦିନି ତ୍ରିପାଠି ( SECRETARY DLAS ) ଙ୍କ ସହାୟତାରେ ଆନନ୍ଦାଶ୍ରମରେ ଥଇଥାନ କରିବା ଏକ ମହନୀୟ କାର୍ଯ୍ୟ ଦକ୍ଷତାର ପରିଚୟ ଦେଇଛୁ ।

ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।

8
462 views