logo

ଯୁବକଙ୍କ ମୃତ ଦେହ ଉଦ୍ଧାର

ଅନଗୁଳ ଜିଲା ସ୍ଥିତ ବାଗଡିଆ ଥାନା ଭେଜିଡିହ ଗ୍ରାମ ନିକଟସ୍ତ ଜାତୀୟ ରାଜପଥ କଡରୁ ଯୁବକଙ୍କ କ୍ଷତବିକ୍ଷତ ମୃତ ଦେହ ଉଦ୍ଧାର। ସୂଚନା ଅନୁସାରେ କେହି ତାଙ୍କୁ ଚୁରା ଭୂଷି ହତ୍ୟା କରିଛନ୍ତି ବୋଲି ସନ୍ଦେହ। କିଏ ଆଉ କହିକି ହତ୍ୟା କରିଛି ତାହା ନେଇ ବାଗଡିଆ ଥାନା ପୋଲିସ ତଦନ୍ତ କରୁଛି।

ରିପୋର୍ଟର - Er.ମାନସ ରଞ୍ଜନ ବେହେରା ,ଅନୁଗୁଳ, ଓଡିଶା

0
0 views