logo

ସୋରରେ_ତୀର୍ଥଯାତ୍ରୀ_ବସ_ଦୁର୍ଘଟଣା_ଗ୍ରସ୍ତ


ଡ୍ରାଇଭର ମୃତ, ୧୪ ଯାତ୍ରୀ ଗୁରୁତର । ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ୧୬ ନମ୍ବର ଜାତୀୟ ରାଜପଥ ବାହାନଗା ବଜାର ନିକଟରେ ତୀର୍ଥ ଯାତ୍ରୀ ବସ ଦୁର୍ଘଟଣା। ପଶ୍ଚିମବଙ୍ଗ ରୁ ଆନ୍ଧ୍ରକୁ ତୀର୍ଥ ଯାତ୍ରୀ ବସ ଯାଉଥିଲା ବେଳେ ଡ୍ରାଇଭରଙ୍କ ନିଦ ଲାଗିଯିବାରୁ ଦୁର୍ଘଟଣା। ବସ ରେ ୫୦ ଜଣ ଯାତ୍ରୀ ଥିବା ବେଳେ 14 ଜଣ ଗୁରୁତର ।

0
57 views