କିରାଣିଙ୍କ ୩ ମହଲା କୋଠା ଅଧେ କିଲୋ ସୁନା ଠାବ।
ଅନୁଗୁଳ ହସ୍ପିଟାଲ କିରାଣି ସୁବ୍ରତ ବେହେରାଙ୍କ ୩ ମହଲା କୋଠା ଠାବ
ଅନୁଗୁଳ ସହରରେ ୪୫୦୦ ସ୍କୋୟାର ଫୁଟର ୩ ମହଲା କୋଠା ଠାବ
ରେଡ୍ ବେଳେ କିରାଣିଙ୍କ ୩ ମହଲା କୋଠା ଠାବ କଲା ଭିଜିଲାନ୍ସ
୪୫୦ ଗ୍ରାମ ସୁନା, ଗୋଟିଏ କାର୍, ୩ଟି ଦୁଇଚକିଆ ଗାଡ଼ି ଜବତ
୨.୩୮ କୋଟି ଟଙ୍କା ଆତ୍ମସାତ ଅଭିଯୋଗରେ ରେଡ୍ କରିଥିଲା ଭିଜିଲାନ୍ସ
ସାଢେ ୩ ମାସ ଫେରାର ହେବା ପରେ ଗିରଫ କରିଥିଲା ପୋଲିସ