logo

ଓଡ଼ିଆ ଭାଷାଭାଷୀ ସାରସ୍ବତ ସ୍ରଷ୍ଟା ମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ

ଓଡ଼ିଆ ଭାଷାଭାଷୀ ସାରସ୍ବତ ସ୍ରଷ୍ଟା ମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ

ଓଡ଼ିଆ ଭାଷା ସାହିତ୍ୟର ନବ ଉନ୍ମେଷ " ସଂଯୋଗୀ ସଜଫୁଲ "ର ସଂପାଦକ ବାବୁଲାଲ ପଲେଇ (ଆକ୍ଟିଭ୍ ସଦସ୍ୟ ଆଇମା ମିଡିଆ) ଏବଂ କେନ୍ଦୁଝର ଜିଲ୍ଲାର ନିର୍ଭିକ ଲେଖକ ତଥା ଉଦୀୟମାନ ବେଦାନ୍ତବିଦ୍ ଓ ଆଧ୍ଯାତ୍ମିକ ସାଧକ ପୁରୁଷୋତ୍ତମ ପାତ୍ର (ଆଜୀବନ ସଦସ୍ୟ ଆଇମା ମିଡିଆ) ବର୍ତ୍ତମାନ ଅଲ୍ ଇଣ୍ଡିଆ ମେଡିଆ ଆସୋସିଏସନ୍ (AIMA MEDIA) କେନ୍ଦୁଝର ଜିଲ୍ଲାର କାର୍ଯ୍ୟକାରୀ ସଦସ୍ୟ ରୂପେ ଦାୟିତ୍ବ ନେଇଥିବାରୁ ସମଗ୍ର ଓଡ଼ିଶାର ବିଭିନ୍ନ ସାହିତ୍ଯାନୁଷ୍ଠାନ ଓ ସାରସ୍ବତ ସାଧକ ସାଧିକା ମାନଙ୍କ ପାଇଁ ଖୁସି ଖବର। ବିନା ଖର୍ଚ୍ଚରେ ସାରସ୍ବତ ସାଧକ/ସାଧିକା ମାନଙ୍କୁ ଜାତୀୟ ତଥା ଆନ୍ତର୍ଜାତୀକ ସ୍ତରରେ ପହଞ୍ଚାଇବାକୁ ଚେଷ୍ଟା ଜାରି ରଖିଛନ୍ତି।
ଏହି ପରିପ୍ରେକ୍ଷୀରେ ଆସନ୍ତୁ, ନିଜର ଫଟୋ ସହ ଓଡ଼ିଆ ଭାଷାରେ ସ୍ବରଚିତ କବିତା, ପ୍ରବନ୍ଧ, ଗଳ୍ପ, ଶିଶୁ ସାହିତ୍ୟ (ଆମର ସଂସ୍କୃତି , ପରମ୍ପରା ଓ ଐତିହ୍ୟ ଆଧାରିତ ଲେଖା), ପୁସ୍ତକ ସମୀକ୍ଷା (ପୁସ୍ତକର ଫଟୋ, ଲେଖକ ଓ ସମୀକ୍ଷକଙ୍କ ଫଟୋ) ଏବଂ ବିଭିନ୍ନ ଫଟୋ ଚିତ୍ର ସହ ଜନଶ୍ରୁତି, କିମ୍ବଦନ୍ତୀ, ଲୋକନୃତ୍ୟ, ଲୋକକଳା, ଅନାଲୋଚିତ ଦର୍ଶନୀୟ ସ୍ଥାନ ଓ ବ୍ଯକ୍ତି ବିଶେଷଙ୍କ ବିଷୟରେ ଲେଖି ନିମ୍ନ ଲିଖିତ ଯେକୋୖଣସି ଗୋଟିଏ ହ୍ବାଟ୍ସ ଆପ୍ ନଂ ରେ ପଠାଇ ଲୋକଲୋଚନକୁ ଆଣିବା ସହ ପ୍ରଚାର ଓ ପ୍ରସାର କ୍ଷେତ୍ରରେ ସହଯୋଗ କରିବାକୁ ଏହି ସୂଚନା ମାଧ୍ୟମରେ ଆପଣମାନଙ୍କୁ ଜଣାଇ ଦିଆଯାଉଛି।
--------------------------------------------
ପୁରୁଷୋତ୍ତମ ପାତ୍ର: ୮୪୫୬୦୫୨୮୭୬
କିମ୍ବା
ବାବୁଲାଲ ପଲେଇ : ୯୪୩୭୧୫୨୯୩୬
କିମ୍ବା
ଡମ୍ବରୁ ମହାନ୍ତ : ୯୪୩୮୧୧୮୬୮୭
--------------------------------------------
ନ୍ଯୁଜ ପଠାଇବା ସମୟରେ ନିଜର ଫଟୋ,ନାମ, ସଂପୂର୍ଣ୍ଣ ଡାକ ଠିକଣା ଓ ମୋବାଇଲ୍ ନଂ ଦେବା ଜରୁରୀ ଅଟେ।
( ଅଧିକ ସୂଚନା ପାଇବାକୁ ହେଲେ ସଂଯୋଗୀ ସଜଫୁଲର ସଂପାଦକ ବାବୁଲାଲ ପଲେଇ ଙ୍କ ସହ ଯୋଗାଯୋଗ କରି ପାରନ୍ତି )

ସୌଜନ୍ଯ :- ବାବୁଲାଲ ପଲେଇ, (ଆକ୍ଟିଭ୍ ସଦସ୍ୟ ଆଇମା ମିଡିଆ)

33
8670 views