logo

ଖୋର୍ଦ୍ଧା ଟାଙ୍ଗୀ ରେ ଭାରତ ବନ୍ଦ ପ୍ରଭାବ

ଖୋର୍ଦ୍ଧା,୧୨.୨.୨୬(ଏ.ଆଇ.ଏମ.ଏ) ୧୬ନମ୍ବର ଜାତୀୟ ରାଜପଥ କୁହୁଡି ଛକରେ ଚାଲିଛି ଧର୍ମଘଟ। ରାସ୍ତାର ଉଭୟ ପାର୍ଶ୍ୱରେ ଶହଶହ ଗାଡି ମୋଟର ଲମ୍ବା ଲାଇନରେ ଠିଆ ହୋଇଛି। ଆଜି ସାରା ଶେଷରେ ଚାଲିଛି ଧାରଣା.। ଏହି ଆଧାରରେ ୪ଶ୍ରମ କୋଡ଼କୁ ବିରୋଧ କରି ୧୬ନମ୍ବର ଜାତୀୟ ରାଜପଥ କୁହୁଡି ଛକରେ ଚାଲିଛି ଧର୍ମଘଟ।ଖୋର୍ଦ୍ଧା ଜ଼ିଲ୍ଲା ସି.ପି.ଆଇ.ଏମ କମିଟି ପକ୍ଷରୁ କମ୍ରେଡ ଗିରିଶ ଚନ୍ଦ୍ର ମହାରଣା ଙ୍କ ପରିଚାଳନା ରେ ଶହ ଶହ କର୍ମୀ ଏହି ବନ୍ଦ ଡାକରା ଦେଇଛନ୍ତି l ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହଶହ ଗାଡି ମୋଟର ଲମ୍ବା ଲାଇନରେ ଠିଆ ହୋଇଛି। ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ପାଇଁ କଡା ପ୍ରହରା ଦେଇଛନ୍ତି। କଲିକତା ରୁ ମୁମ୍ବାଇର ମୁଖ୍ୟ ଜାତୀୟ ରାଜପଥ ଅବରୋଧ କାରଣରୁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯାତ୍ରୀ ମାନେ।

166
4686 views