ଚିରୋସ୍ରୋତା ନଦୀର ଅନ୍ତ।
କେନ୍ଦୁଝର ଜିଲ୍ଲାରେ ଅନ୍ତର୍ଗତ ବଂଶପାଲ ନଦୀ ଚିରୋସ୍ରୋତା ଅଟେ ଓ ଏହା ପର୍ଯ୍ୟଟନ ସ୍ଥଳୀ ଭାବରେ ପରିଚିତ। ତାହା ଆଜି ଶୁଖିଯାଇଛି, ପରିବେଶ ବିତ୍ ଓ ପର୍ଯ୍ୟଟକମାନେ ଆଜି ତାହା ଦେଖି ତାଜୁବ୍ ହୋଇଛନ୍ତି।