logo

ଭିଣୋଇ ସହ ମିଶି ପ୍ରେମିକକୁ ହତ୍ୟା


ଭଦ୍ରକ: ଟ୍ରେନ୍‌ ଲାଇନ କଡ଼ରୁ ଯୁଵକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ଘଟଣା
ନାବାଳିକା ପ୍ରେମିକା ଓ ତାର ସାଙ୍ଗ ଅଟକ, ପ୍ରେମିକାର ଭିଣୋଇ ଗିରଫ
୩ ଜଣ ମିଶି ଯୁବକଙ୍କୁ ହତ୍ୟା କରିଥିବା କହିଲା ଭଣ୍ଡାରିପୋଖରୀ ପୋଲିସ
ଯୁବକଙ୍କ ସହ ନାବାଳିକାଙ୍କ ପ୍ରେମ ସଂପର୍କ ଥିଲା, କିନ୍ତୁ ପରେ ମନା କରିଥିଲା
ନାବାଳିକା ମନା କରିବା ସହ ଭିଣୋଇ ସହ ମିଶି ହତ୍ୟା ଯୋଜନା କରିଥିଲା
୩ ତାରିଖରେ ଯୁବକଙ୍କୁ ବେଙ୍ଗଳୁରୁରୁ ଡକାଇଥିଲେ ନାବାଳିକା ପ୍ରେମିକା
୪ ତାରିଖରେ ବିରିଡ଼ିରେ ପହଞ୍ଚିବା ପରେ ଯୁବକଙ୍କୁ ଦେଖା କରିଥିଲେ
ଭିଣୋଇ ପଥରରେ ମୁଣ୍ଡକୁ ଛେଚିଲେ, ଶାଳୀ ଓ ସାଙ୍ଗ ହାତଗୋଡ଼କୁ ମାଡ଼ି ବସିଥିଲା

0
0 views