logo

ଭରସା ପରିବାର ପକ୍ଷରୁ ଶୁଦ୍ଧିକ୍ରିୟା ସହାୟତା।

ଭରସା ପରିବାର ପକ୍ଷରୁ ଶୁଦ୍ଧିକ୍ରିୟା ସହାୟତା।

କେନ୍ଦୁଝର ୧୦/୨କେନ୍ଦୁଝର ଜିଲ୍ଲା ସ୍ବେଛାସେବୀ ସଂଗଠନ ଭରସା ପରିବାର ଟ୍ରଷ୍ଟ ପକ୍ଷରୁ ଦୁଇ ମୃତ ପରିବାର ଙ୍କୁ ଶୁଦ୍ଧିକ୍ରିୟା ସହାୟତା ପ୍ରଦାନ କରାଯାଇଛି। ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ଗ୍ରାମର ସୋରଜ କୁମାର ଲୋହାର(୩୨)ଓ ହାତୀକୁଚା ପୁରୁଣା ସାହିର ଶ୍ରୀକାନ୍ତ ପ୍ରଧାନ (୫୫) ମୃତ୍ୟୁ ବରଣ କରିଥିଲେ। ଏହି ଦୁଇ ପରିବାର ଅତି ଗରିବ ଶ୍ରେଣୀର ହୋଇଥିବାରୁ ଶୁଦ୍ଧିକ୍ରିୟା କରିବା ପାଇଁ କଷ୍ଟକର ହୋଇଥିଲା। ଖବର ପାଇ ଭରସା ପରିବାର ସଭାପତି ଲମ୍ବୋଧର ମହାନ୍ତ, ସଭାନେତ୍ରୀ ବୈଶାଖୀ ମହାନ୍ତ, ରତ୍ନମଣୀ ସେଠି, ଧରିତ୍ରୀ ଖଣ୍ଡା, ସୋମ୍ୟ ରଞ୍ଜନ ବେହେରା, ଏହି ପରିବାର ଦୟ ଙ୍କୁ ତେଜରାତି ସାମଗ୍ରୀ ଯୋଗାଇ ଦେଇଛୋନ୍ତି ଏହି କାର୍ଯ୍ୟ କୁ ବିଭିନ୍ନ ମୋହଲରେ ପ୍ରଶଂସା କରାଯାଇଛି।

ଶୂନ୍ଯ ରଞ୍ଜନ ଘଣା ଙ୍କ ରିପୋର୍ଟ।

8
794 views