logo

ଭଦ୍ରକ:ଲୁଟି ନେଲେ ୨୦ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ।

ଭଦ୍ରକ: ଲୁଟି_ନେଲେ_୨୦ଲକ୍ଷରୁ_ଅଧିକ_ଟଙ୍କାର_ସୁନାଗହଣା, ଝିଅ ବାହାଘର କରିବା ଲାଗି କିଣି ଥିଲେ ୧୫ ଭରି ସୁନା, ଗତକାଲି ରାତିରେ ଘରେ ପଶି କଳାକନା ବୁଲାଇଦେଲା ଚୋର। ସୁନା ଗହଣା ସହ ୭୦ ହଜାର ଟଙ୍କା ଚୋରି। ଏମିତି ଘଟଣା ଘଟିଛି ଭଦ୍ରକ ମଠସାହି ଗୌରହରି ସାହୁଙ୍କ ଘରେ। ଭଦ୍ରକ ଟାଉନ ପୋଲିସ ପକ୍ଷରୁ ତଦନ୍ତ ଆରମ୍

7
188 views