#ganjam #dharakote #jivansahu
ଗଞ୍ଜାମ ଜିଲା ଧରାକୋଟ ଥାନା ଅନ୍ତର୍ଗତ ଢ଼ଉଗାଁ ପେଟ୍ରୋଲ ପମ୍ପ ନିକଟରେ ବନ୍ଧୁକ କିଣାବିକା କୁ ନେଇ ଡିଲ ଚାଲିଥିବା ବେଳେ ପୋଲିସ ଚଢ଼ାଉ କରି 2
#ganjam #dharakote #jivansahu
ଗଞ୍ଜାମ ଜିଲା ଧରାକୋଟ ଥାନା ଅନ୍ତର୍ଗତ ଢ଼ଉଗାଁ ପେଟ୍ରୋଲ ପମ୍ପ ନିକଟରେ ବନ୍ଧୁକ କିଣାବିକା କୁ ନେଇ ଡିଲ ଚାଲିଥିବା ବେଳେ ପୋଲିସ ଚଢ଼ାଉ କରି 2 ଜଣ ଯୁବକକୁ ଗିରଫ କରିବା ସହ ସେମାନଙ୍କ ଠାରୁ ଗୋଟିଏ ବନ୍ଧୁକ 2ଟି ଜୀବନ୍ତ ଗୁଳି ଓ ଗୋଟିଏ ମୋବାଇଲ ଜବତ କରିଛି ପୋଲିସ
l ଗିରଫ 2 ଜଣ ଯୁବକ ହେଲେ ଆସିକା ଥାନା ଅନ୍ତର୍ଗତ ଗୁଣ୍ଠପଡା ଗ୍ରାମର ଉମେଶ ପାତ୍ର ଓରଫ୍ ଚିଣ୍ଟୁ ବୟସ (34)
ଓ ନଳବଣ୍ଟା ଗ୍ରାମର ଅମର ସାହୁ ଓରଫ ବାବୁ ବୟସ (22) l ଏନେଇ ଧରାକୋଟ ଥାନାରେ PS CASE NO 61/26 ଏକ ମାମଲା ରୁଜୁ ହୋଇଛି ସୁଚନା