logo

ଜଗନ୍ନାଥଧାମ ରାସ୍ତାର ଅବସ୍ଥା ଗୁରୁତର; ଲୋକ ପ୍ରତିନିଧି ନିଦାବିଷ୍ଣୁ

ଜଗନ୍ନାଥ ଧାମ ରାସ୍ତାର ଅବସ୍ଥା ଅତ୍ୟନ୍ତ ଗୁରୁତର ଭାବେ ଶୋଚନୀୟ ହୋଇ ପଡିରହିଛି ରାୟପୁରରୁ ପୂରୀ ଜଗନ୍ନାଥ ଧାମ ସଡକ ପଥ ଭାବରେ ପରିଚିତ ରାସ୍ତାଟି ବ୍ୟବହୃତ ହେଉଥିବା ବେଳେ ହଜାର ହଜାର ଛୋଟବଡ ଯାନବାହାନ ପ୍ରତିଦିନ ଯାତାୟାତ ହୋଇଥାଏ ହେଲେ ପ୍ରଶାସନିକ ଦୃଷ୍ଟିଗୋଚର ଅଭାବରୁ ବର୍ତ୍ତମାନର ଚଳପ୍ରଚଳ ରାସ୍ତାଟି ମରଣଯନ୍ତା ରୂପେ ବିବେଚିତ ହୋଇସାରିଲାଣି ରାସ୍ତା ଉପ ପରେ ଯାତାୟତ ହେଉଥିବା ସାଧ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧ ବିଧାର ସମ୍ମୁଖୀନ ହେଉଛନ୍ତି ବରପାଲିରୁ ୧୧ କିମି ସରଣ୍ଡାପାଲି ଛକ ପର୍ଯନ୍ତ ସଙ୍କଟାପର୍ଣ୍ଣ ହୋଇ ରାସ୍ତାର ପିଚୁ ମାନ ଉଠିଯିବା ସହ ଛୋଟବଡ ଖାଲଖମାରରେ ଭର୍ତ୍ତି ହୋଇ ଯାତାୟତ ପାଇଁ ଦେ ଘୋର ବ ବ୍ୟାଘାତ ସୃଷ୍ଟି କରୁଛି ସ୍ଥାନୀୟ ଲୋକେ ଉପୁଜୁଥିବା ସମସ୍ୟା ଉପରେ ପ୍ରଶାସନିକ ଦୃଷ୍ଟି ଆକର୍ଷଣ କରିବା ସହିତ ବାରାମ୍ବାର ଅଭିଯୋଗ ଆଣିଥିଲେ ସୁଦ୍ଧା ଆଜି ପର୍ଯନ୍ତ କୌଣଷି ସମାଧାନର ବାଟ ଫିଟି ପାରିଲାନାହିଁ ରାସ୍ତା ଉପରେ ସ୍ଥାନୀୟ ଅଚଂଳ ବାସିନ୍ଦାଙ୍କ ସମେତ ବିଜେପୁର, ସୋହେଲା, ନୁଆଁପଡା, ପଦ୍ମପୁର, ପାଇକମାଳ ସହ ଅନ୍ଧାନ୍ଧ ଜିଲ୍ଲାର ଏବଂ ବିଭିନ୍ନ ରାଜ୍ୟର ଗ୍ରାମ ସହର ତଥା ସ୍ଥାନୀୟ ବ୍ଳକ ଅର୍ନ୍ତଗତ ଗ୍ରାମମାନଙ୍କ ସହ ପଡୋଶୀ ବ୍ଳକ ଭେଡେନ, ସୋନପୁର, ବିନକା, ବୌଦ, ଫୁଲବାଣୀ ସହ ଆହୁରି ଅନେକ ଗ୍ରାମର ଜନସାଧାରଣ ପ୍ରତିଦିନ ଯାତାୟତ କରିଥାନ୍ତି। ବର୍ତ୍ତମାନ ରାସ୍ତାରେ ବଡ ବଡ ଗାତ ଖାଲ ସୃଷ୍ଟି ହୋଇଥିବାରୁ ଅନେକ ସମୟରେ ଛୋଟବଡ ଦୁର୍ଘଟଣା ଘଟିବା ସାମାମ୍ମୁ କଥା ଅଂଚଳବାସୀଙ୍କ ପାଇଁ ଦେହସୁ ହସୁହା ହୋଇଗଲାଣି ଯାତାୟତ ସମସ୍କାର ଅବସ୍ଥା ଦିନକୁଦିନ ଦିନ ବୃଦ୍ଧି ପାଉଥିବା ବେଳେ କର୍ତ୍ତୃପକ୍ଷ କାହା ସ୍ୱାର୍ଥରେ ଚୁପଚାପ ରହୁଛନ୍ତି ସଠିକ ଭାବେ ଜଣାପଡୁନାହିଁ ବୋଲି ଅଞ୍ଚଳବାସୀଙ୍କ ମନରେ ସନ୍ଦେହ ସୃଷ୍ଟି ହେଉଛି ଛି ଏହି ରାସ୍ତା ଦେଇ ଅନେକ ସମୟରେ ଲୋକ ପ୍ରତିନିଧୂମାନେ ଯିବାଆସି କରୁଥିଲେ ମଧ୍ୟ ଏଥିପ୍ରତି କାହାରି ଦୃଷ୍ଟିପାତ ହେଉନଥିବାରୁ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ଦେଖ‌ିବାକୁ ମିଳୁଛି ଯୁଦ୍ଧକାଳୀନ ଭିତ୍ତରେ ରାସ୍ତା ମରାମତି କାର୍ଯ୍ୟ ହାତକୁ ନେଇ ସମାପନ କରିବାକୁ ସର୍ବସାଧାରଣରେ ଦାବୀ ହେଉଛି

14
752 views