logo

ଜଣେ ଦକ୍ଷ ବୈଦ୍ୟ ଦୁର୍ଯୋଧନ ପରିଡ଼ାଙ୍କ ନିଧନ!

*ଜଣେ ଦକ୍ଷ ବୈଦ୍ୟ ଦୁର୍ଯୋଧନ ପରିଡ଼ାଙ୍କ ନିଧନ*

ଝୁମ୍ପୁ୍ରା,୦୮/୦୨/୨୦୨୬, ବିଳମ୍ବରେ ପ୍ରାପ୍ତ ଖବର ଅନୁସାରେ ଗତ ୩/୦୨ ରେ ଝୁମ୍ପୁରା ବ୍ଲକ ଅନ୍ତର୍ଗତ, ବାରିଆ ଥାନା ଅଞ୍ଚଳର ଉଖୁଣ୍ଡା ନିକଟସ୍ଥ ପୋଡ଼ାସିମିଳା ଗ୍ରାମର ଜଣେ ସିଦ୍ଧହସ୍ତ ପାରମ୍ପାରିକ ବୈଦ୍ୟ ଦୁର୍ଯୋଧନ ପରିଡ଼ା ଙ୍କ ସକାଳ ଆଠ ଘଟିକା ସମୟରେ ଦେହାନ୍ତ ହୋଇଯାଇଛି। ସେ ଅନେକ ଅନୁଷ୍ଠାନ ଓ ଲୋକମାନଙ୍କୁ ଠାରୁ ମାନ ପତ୍ର ଓ ପ୍ରଶଂସା ପତ୍ର ପାଇଛନ୍ତି। ସେ ଜିଲ୍ଲା ଶାନ୍ତି ବୈଦ୍ୟ ସଂଘ ଓ ବୈତରଣୀ ବୈଦ୍ୟ ସଂଘ ର ସକ୍ରିୟ ସଦସ୍ୟ ଥିଲେ। ଓଡ଼ିଶାର ବୈଦ୍ୟମାନେ ତାଙ୍କ ନିଧନ ଯୋଗୁଁ ଅତ୍ୟନ୍ତ ଦୁଃଖିତ ଓ ଗଭୀର ଶ୍ରଦ୍ଧାଜଂଳି ଅର୍ପଣ କରିଛନ୍ତି।

ରିପୋର୍ଟ: ଅବଦୁଲ୍ ରହମାନ୍, ଝୁମ୍ପୁରା , କେନ୍ଦୁଝର।

17
992 views