logo

ଦୁବାଇ ସମିଟ୍ ରେ ଭାରତର ଶିକ୍ଷକ ରରୟୁବେଲି ନେଗୀ ପୁରସ୍କୃତ।

ଗ୍ଲୋବାଲ ଶିକ୍ଷକ ପୁରସ୍କାର୨୦୨୬ ରେ ଭାରତର ରୟୁବେଲି ନେଗି।ଏହା ସହ ବିଶ୍ୱର ସରକାରୀ ଦୁବାଇ ସମିଟ୍ ଦ୍ଵାରା ରୟୁବେଲି ନେଗିକୁଂ ୧ ମିଲିୟନ୍ ଡଲାର ମଧ୍ୟ ପ୍ରଦାନ କରାଯାଇଛି।

0
0 views