logo

ସ୍ବାମୀ ଗିରଫ ସୁଯୋଗ ନେଇ ମହିଳାଙ୍କୁ ଗଣଦୁଷ୍କର୍ମ ଚାରିଜଣଯୁବକଙ୍କ ଦ୍ୱାରା ଗଣ ଦୁଷ୍କର୍ମରରେ ଶିକାର ମହିଳା ଏମିତି ଅଭିଯୋଗ ଆଣିଲେ ପିଡିତା ମହିଳା !


ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅଞ୍ଚଳ ରେ ଲଜ୍ୟା ଜନକ ଘଟଣା । ୪ ଜଣ ଯୁବକଙ୍କ ଦ୍ୱାରା ଗଣ ଦୁଷ୍କର୍ମ ର ଶିକାର ହେଲେ ମହିଳା । ଜୀବନ ବଞ୍ଚାଇବାକୁ ଯାଇ ଚାରିଦିନ ପରେ ଥାନା ରେ ଅଭିଯୋଗ । ମହିଳା ଜଣକ ଘରେ ଏକୁଟିଆ ରହୁ ଥିବା ବେଳେ ତାଙ୍କର ସ୍ୱାମୀ କୁ ଅବକାରୀ ବିଭାଗ ଗିରଫ କରି କୋଟ ଚାଲାଣ କରାଯାଇ ଥିବା ବେଳେ ଏହାର ସୁଯୋଗ ନେଇ ୪ ଜଣ ଯୁବକ ମହିଳା ଙ୍କ ଘରେ ପଶି ଦୁଷ୍କର୍ମ କରିଥିବା ମହିଳା ଜଣକ ଘଟଣା ର ପଞ୍ଚ ଦିନ ପରେ ବାଲିଆପାଳ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି । ଗତ ଶନିବାର ଦିନ ଘଟଣା ଘଟିଥିବା ବେଳେ ପୀଡିତା ଙ୍କୁ ଦୁଷ୍କର୍ମ କାରି ମାନେ ଧମକ ପରେ ଧମକ ଦେଇଥିଲେ । ଏବଂ ପ୍ରକାଶ କଲେ ଜୀବନ ରୁ ମାରି ଦେବାର ଧମକ ଦେଇଥିଲେ । ଏଥିରେ ପୀଡିତା ଜଣକ ଭୟ ଭୀତ ହୋଇ ରାତି ରେ ନିଜର ସ୍ୱାମୀ ରହୁଥିବା ସ୍ଥାନ କୁ ଚାଲିଯାଇ ସ୍ୱାମୀ ର ସହଯୋଗ କ୍ରମେ ଗତ ବୁଧବାର ଦିନ ବାଲିଆପାଳ ଥାନା କୁ ଆସି ଲିଖିତ ଅଭିଯୋଗ କରିଥିବା କହିଛନ୍ତି । ତେବେ ଅଭିଯୋଗ କରିବାର ୫ ଦିନ ବିତିଯାଇଥିଲେ ମଧ୍ୟ, ପୋଲିସ ର କାର୍ଯ୍ୟାନୁଷ୍ଠାନ କୁ ନେଇ ସାଧାରଣ ରେ ଚର୍ଚ୍ଚା ଲାଗିରହିଛି ।

0
511 views