logo

ପାଣି ନ ପାଇ ସନ୍ଦର୍ଯ୍ୟ କରଣ ଫୁଲଗଛ ମରୁଛି।

ପାଣି ନ ପାଇ ସନ୍ଦର୍ଯ୍ୟ କରଣ ଫୁଲଗଛ ମରୁଛି।

ପାଟଣା :କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ସମ୍ମୁଖ କୁ ସନ୍ଦର୍ଯ୍ୟ କରଣ ନିମନ୍ତେ ଲାଗିଥିବା ଫୁଲଗଛ ଗୁଡ଼ିକ ପାଣି ନ ପାଇ ମରିଯାଉ ଥିବା ଦେଖିବାକୁ ମିଳୁଛି।ଏହି ସନ୍ଦର୍ଯ୍ୟ କରଣ ପାଇ ବ୍ଲକ ସମ୍ମୁଖ ରେ କିଛି ମାସ ତଳେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ଫେବ୍ର ଟାଇଲ ପକାଇବା ସହ ଫୁଲଗଛ ରୋପଣ କରାଯାଇ ଥିଲା। ଏପରି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ସନ୍ଦର୍ଯ୍ୟ କରଣ କରାଯାଇ ଥିବା ଫୁଲଗଛ ଗୁଡ଼ିକ ରେ ପାଣି ନ ପାଇ ମରିଯାଉ ଥିବାବେଳେ ସାଧାରଣ ରେ ଚର୍ଚ୍ଚା ର ବିଷୟ ପାଲଟିଛି । ସ୍ଥାନୀୟ ବ୍ଲକ ପ୍ରଶାସନ ଏହି ଫୁଲଗଛ ଗୁଡ଼ିକ ରେ ପାଣି ଦେବା ସହ ସନ୍ଦର୍ଯ୍ୟ କରଣ କୁ ଧ୍ୟାନ ଦେବାକୁ ସାଧାରଣ ରେ ଦାବି ହେଉଛି।

ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

11
808 views