logo

ବାସୁଦେବପୁର ବିଦେଇପୁର ରେ ଚାଷୀମାନଙ୍କ ଦ୍ୱାରା ରାସ୍ତା ଅବରୁଦ୍ଧ ।

ଚାଷ କରି ମୁଁ ପାପ କରିଛି ଏ ଘଟଣା ବାସୁଦେବପୁର ବିରସ ଵିଦେଇପୁର ର ସାରା ଓଡ଼ିଶାରେ ଚାଷୀ ଆଉ ଧାନ ବିକ୍ରି ସମସ୍ୟା | ଧାନ ବିକ୍ରି କରି ନପାରି ନାନା ସମସ୍ୟା ଭୋଗୁଛନ୍ତି ଚାଷୀ | ଯେଉଁ ଚାଷୀଙ୍କ ଧାନ କିଣୁଛନ୍ତି କଟଣି ଛଟଣୀ କରୁଛନ୍ତି ସରକାର ଖୋଦ୍ ମନ୍ତ୍ରୀଙ୍କ କଥା ଆଜି ପାଣି ର ଗାର ।

0
646 views