logo

ଦାମନଯୋଡିରେ ନବରତ୍ନ କମ୍ପାନୀ ନାଲକୋର ଅବହେଳା ହେତୁ ଜିଲା କଙ୍ଗରେସ୍ ତରଫରୁ ଦସଦଫା ଦାବିପତ୍ର

ଗତକାଲି ଅର୍ଥାତ୍ ୬/୨/୨୦୨୬ ଶୁକ୍ରବାର ଦିନ କୋରାପୁଟୁଜିଲା କଙ୍ଗରେସ୍ ତରଫରୁ ଜିଲାସଭାପତି ରୁପକତୁରୁକୁ ଙ୍କ ନେତୃତ୍ବରେ ଲକ୍ଷ୍ମୀ ପୁରୁ ବିଧାୟକ ପବିତ୍ର ସାଉନନ୍ତା ଓ ପଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ୍ ଙ୍କ ସହ। ଜିଲ୍ଲା ପରିସଦ ସଦସ୍ୟ ମିହିରି କୁଲ୍ ଦିପ୍ ଓ କୋରାପୁଟ ଜିଲାର ସମସ୍ତ ନିର୍ବାଚନ ମଣଳିରୁ ପ୍ରାୟ ୩୦୦ରୁ୪୦୦ କର୍ମି ନାଲକୋ ମୁଖ୍ୟ ଫାଟକ ଆଗରେ ଧାରଣାରେ ବସି କଉଣସି ନାଲକୋ କର୍ମଚାରୀ ଓ ଠିକା କର୍ମଚାରୀମାନଙ୍କୁ ପ୍ରକଳ୍ପ ଭିତରକୁ ପସିବାକୁ ଦେଇନଥିଲେ।ଯାହାଫଳରେ ଯାହାଫଳରେ ନାଲକୋର ପ୍ରୋଡକ୍ସନ ହେଉଥିବା ଆଲୁମିନା ପାଉଡରର ବ୍ୟାଘାତ ଘଟିଥିଲା।ନାଲକୋର ୧୦ କିଲୋମିଟର ଏରିଆଭିତରେ ସମସ୍ତ ଗ୍ରାମକୁ ନାଲକୋ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଇଥିଲେ ସୁଧା ନାଲକୋ ପ୍ରକଳ୍ପ ଆରମ୍ଭ ହେଵାର ପାଖାପାଖି ୪୦ ବଷରୁ ଅଧିକ ବର୍ଷ ବିତିଯାଇଥିଲେସୁଧା ଅଞ୍ଚଳ ବାସି ବହୁତକିଛି ସମସ୍ୟା ରୁ ବଞ୍ଚିତି ହେଉଛନ୍ତିବୋଲି ଜିଲ୍ଲା ସଭାପତି ଓ ବିଧାୟକମାନେ ବ୍ୟକ୍ତବ୍ୟରଖିଥିଲେ ଯଥ- ସ୍ବାସ୍ଥ୍ୟ,ପିଇବାପାଣି,ଶକ୍ଷା, ଏବଂ ନିଯୁକ୍ତି ଭଳି ଅନେକ ପ୍ରକାରର ସମସ୍ୟା ରୁ ବଞ୍ଚିତି ହେଉଛନ୍ତି।ବୋଲି ସମସ୍ତ ଅଞ୍ଚଳ ବାସି ସହ କଂଗ୍ରେସ କର୍ମୀ ମାନେ କ୍ଷୋଭ ପ୍ରକାଶ କରିଥିଲେ।ଏଣୁ ଏହାର ବିଚାରକରି ତୁରନ୍ତ ସମସ୍ୟା ର ସମାଧାନ କରିବାପାଇଁ କର୍ମିଙ୍କସହ ସ୍ଥାନିୟ ମହଲରେ ପ୍ରକାଶ ପାଇଛି।ଜଦି ଏହାର କଉଣସି ସମାଧାନ ନହୁଏ ତାହେଲେ ଆଗାମି ଭବିଷ୍ୟତରେ ନାଲକୋ ପ୍ରକଳ୍ପକୁ ଅଚଳ କରିଦିଆଯିବ ବୋଲି ପ୍ରତିନିଧି ମାନେ ସେମାନଙ୍କ ବକ୍ତବ୍ୟ ରଖିଛନ୍ତି।

69
2213 views