logo

ମାର୍ଚ୍ଚ ରୁ ବାର୍ଷିକ ପରୀକ୍ଷା ଆରମ୍ଭ।

୬ ତାରିଖ ଠାରୁ ଆରମ୍ଭ ହୋଇ ୧୩ ଯାଏ ମୈଖିକ ପରୀକ୍ଷା ଦୁଇଟି ସିଂଟିଂରେ ହେବ। ପଞ୍ଚମ ଓ ଅଷ୍ଟମ ପାଇଁ ରହିବ ପାସ୍ ଫେଲ୍ ବ୍ୟବସ୍ଥା।

10
741 views