logo

ମୃତ୍ତିକା ଉପରେ ଏମ୍ ଏସ୍ ପି ଲାଗୁ ହେଲା।

ବାଲି ଘନ ମିଟରକୁ ୩୪୦ ଟଙ୍କା,ପଥର ୧୦୮୦ ଟଙ୍କା। ଉଲ୍ଲଂଘନ କଲେ ୫୦ ହଜାର ଟଙ୍କାର ଜରିମାନା ସହ ଲିଜ୍ ରଦ୍ଦ ହେବ। ଲଘୁ ଖଣି ପରିଚାଳନା ଲାଗି ନୂତନ ଗାଇଡ୍ ଲାଇନ।

0
0 views