ଵିଦୁ ଚାନ୍ଦାନ୍ ବଙ୍ଗା ବା ପ୍ରାକୃତିକ ପୂଜା ସ୍ଥଳୀ ଆଦିବାସୀ ମାନଙ୍କର ଦେବତା ଅଟନ୍ତି
ଆନନ୍ଦପୁର ସିଟି ୦୧।୦୨ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ବ୍ଲକ ମନୋହରପୁର ପଞ୍ଚାୟତ ସାନ ପୁରୁଣା ଗ୍ରାମର ବିନ୍ଦୁ ଚାନ୍ଦାନ୍ ବଙ୍ଗା ଆଦିବାସୀ ମାନଙ୍କର ଦେବତା ଅଟନ୍ତି ସେ ପାଦ ପୂଜେ ଭାବ ଦେଖି ବା ପ୍ରାକୃତିକ ଶୋଭା ଦେଖି ସୂର୍ଯ୍ୟ ଦେବତାଙ୍କୁ ହେଇଛନ୍ତି ଗଛ ,ଲତା ,ପଥର ତାଙ୍କର ମୂର୍ତ୍ତି ହେଉଛନ୍ତି। ମାଗ୍ କୁନାମି ଦିନ ପ୍ରତିବର୍ଷ ଏହି ଦିନ ପ୍ରାକୃତିକ ପୂଜା କରାଯାଇଥାଏ। ଲୋକ ମାନେ ଭଗବାନ କରନ୍ତି।