ବଡ଼ କୁଶପଦାର ପିଚୁ ରାସ୍ତା ମରାମତିରେ ପାଇଁ ଅବହେଳା କରୁଛନ୍ତି
ଆନନ୍ଦପୁର ସିଟି, ୦୨|୦୨ (ଆପ୍ର) କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ମନୋହରପୁର ପଞ୍ଚାୟତ ବଡକୁଶପଦା ଗ୍ରାମର ଆଜି ରାସ୍ତା ମରାମତି କରୁଛନ୍ତି ପ୍ରାଇମ୍ ବହୁତ ଅଳ୍ପ ଭାବରେ ଲଗାଇଛନ୍ତି |ପିଚୁ ବି ବହୁତ କମ୍ ପରିମାଣରେ ଗୋଟିଏ ହାଇବାରେ ଏକ କିଲୋମିଟର ପର୍ଯ୍ୟନ୍ତ ରାସ୍ତାରେ ମରାମତି କରୁଛନ୍ତି। ଆଉ ଆପଣ ମାନେ ଦେଖିପାରିବେ ବଡ଼କୁଶପଦା ଗ୍ରାମର ଚିତ୍ର ଦେଖିପାରିବେ