logo

ରେମୁଣାରେ ଗାଡି ପାର୍କିଂକୁନେଇ ଗୁଳିମାଡ !


ବାଲେଶ୍ଵର ରେମୁଣା ବଚସା ରୁ ଫାଇରିଂ ଜଣେ ଗୁରୁତର ଅବସ୍ଥାରେ ମେଡିକାଲ ରେ ଭର୍ତ୍ତି, ସୂଚନା ଅନୁସାରେ ରେମୁଣା ବାଇକ ଷ୍ଟାଣ୍ଡରେ ବାଇକ ରଖିବା କୁ ନେଇ ବଚସା କୁ ନେଇ ଗୁଳି ମାଡ ହୋଇଛି, ଗୋଳି ମାଡ଼ରେ ଯୁବକ ଗୁରୁତର ହୋଇଛନ୍ତି। ତାଙ୍କର ଡାହାଣ ହାତରେ ଗୁଳି ମାଡ ହୋଇଛି।ଘଟଣା ସ୍ଥଳରେ ରେମୁଣା ପୋଲିସ ପହଞ୍ଚି ଅଧିକ ଛାନଭିନ କରୁଛି |

1
1184 views