logo

ଆଜି ଓଡିଶା ବନ୍ଦ ଡାକରା।

ନବ ନିର୍ମାଣ କୃଷକ ସଂଗଠନ ଚାଷୀଙ୍କ ସମସ୍ୟା ଦୃଷ୍ଟି ଆକର୍ଷଣ କରି ଆଜି ଓଡିଶା ବନ୍ଦ ପାଳନ କରିବ। ମଣ୍ଡି ରେ ଟୋକନ ଅବ୍ୟବସ୍ଥା, ପ୍ରଦୂଷଣ ନାଁ ରେ ଲୋକଙ୍କଠାରୁ ଜରିମାନା ଆଦାୟ, ବାର୍ଦ୍ଧକ୍ୟ ଭତ୍ତା ୩୫୦୦ କହି ଲୋକଙ୍କୁ ଠକିବା, ଜବରଦସ୍ତ ୫ରୁ ୭ କିଲୋ କାଟିଦେବାକୁ ଓ ଟାଟ ପା‌ଓ୍ବାର୍ ର ଶୋଷଣ ନାରେ ଲୋକଙ୍କୁ ଠକିବା ବିରୋଧରେ ନବ ନିର୍ମିତ ସଂଗଠନ ଭୁବନ ତରଫରୁ "ଚାଷୀ ବଞ୍ଚାଅ,ଚାଷ ବଞ୍ଚାଓ, ଦେଶ ବଞ୍ଚାଓ " ଆହ୍ବାନ ଦେଇଛି।

0
0 views