logo

ଗଞ୍ଜାମ ଜିଲ୍ଲା #ଘର_ଉପରକୁ_ବୋମା_ମାଡ଼ ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଚିକଲଖଣ୍ଡି ଗାଁରେ ବୋମା ମାଡ଼। ଗାଁର କାମରାଜୁ ରେଡ୍ଡୀଙ୍କ ଘର ଉପରକୁ ବୋମା ମାଡ଼ କରାଯାଇଛି। ଗତକାଲି ବିଳ

ଗଞ୍ଜାମ ଜିଲ୍ଲା #ଘର_ଉପରକୁ_ବୋମା_ମାଡ଼
ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଚିକଲଖଣ୍ଡି ଗାଁରେ ବୋମା ମାଡ଼। ଗାଁର କାମରାଜୁ ରେଡ୍ଡୀଙ୍କ ଘର ଉପରକୁ ବୋମା ମାଡ଼ କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା। ଛତ୍ରପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ବୋମାମାଡ଼ର କାରଣ ଅସ୍ପଷ୍ଟ ରହିଛି। ଗଣେଶ ପାଣିଗ୍ରାହୀ ରିପୋର୍ଟ

7
690 views