#ଚାଷୀଙ୍କ_ପାଇଁ_ଗର୍ଜିଲା_ବିଜେଡ଼ି
ପଦ୍ମପୁରର ପାଇକମାଳ ରେ ବିଜେଡିର ବିରାଟ ଚାଷୀ ସମାବେଶ.....
ବିଜେପି ସରକାରଙ୍କ ଚାଷୀ ମାରଣ ନୀତି କରୁଥିବା ଅଭିଯୋଗ ପ୍ରତିବାଦ ରେ ବିରାଟ ଚା
#ଚାଷୀଙ୍କ_ପାଇଁ_ଗର୍ଜିଲା_ବିଜେଡ଼ି
ପଦ୍ମପୁରର ପାଇକମାଳ ରେ ବିଜେଡିର ବିରାଟ ଚାଷୀ ସମାବେଶ.....
ବିଜେପି ସରକାରଙ୍କ ଚାଷୀ ମାରଣ ନୀତି କରୁଥିବା ଅଭିଯୋଗ ପ୍ରତିବାଦ ରେ ବିରାଟ ଚାଷୀ ସମାବେଶ ଅନୁଷ୍ଠିତ ହୋଇଥିଲା।
ପଦ୍ମପୁର ବିଧାୟକ ବର୍ଷା ସିଂହ ବରିହା ଙ୍କ ନେତୃତ୍ୱ ତଥା ସଭାପତିତ୍ବ ରେ ଅନୁଷ୍ଠିତ ପ୍ରତିବାଦ ସଭା ରେ ଓଡ଼ିଶା ବିଧାନ ସଭା ର ଉପନେତା ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ରାଜ୍ୟ ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ,ପୂର୍ବତନ ବିଧାୟକ ତଥା ରାଜ୍ୟ ସାଧାରଣ ସମ୍ପାଦକ ଦେବେଶ ଆଚାର୍ଯ୍ୟ,ପୂର୍ବତନ ମନ୍ତ୍ରୀ ରିତା ସାହୁ ଉପସ୍ଥିତ ଥିଲେ। ଏକ ବିରାଟ ରାଲି ରେ ଯାଇ ତହସିଲଦାର ଙ୍କ ମାଧ୍ୟମ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟ ରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା ଗଣେଶ ପାଣିଗ୍ରାହୀ ରିପୋର୍ଟ