logo

#ସହାୟତାର_ହାତ_ବଢାଇଲା_ବିପଦର_ବନ୍ଧୁ_ଓଡ଼ିଶା_ସଙ୍ଗଠନ। ତା:୨୩/୦୧/୨୦୨୬ରିଖ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ପୌରାଞ୍ଚଳ ୱାର୍ଡ଼ ୨୦ ନସୁମ୍ୱର ଆଙ୍କୋରଡ଼ା ଗ୍ରାମର ଶିବ ବାଡତ୍ୟା ଙ୍

#ସହାୟତାର_ହାତ_ବଢାଇଲା_ବିପଦର_ବନ୍ଧୁ_ଓଡ଼ିଶା_ସଙ୍ଗଠନ।
ତା:୨୩/୦୧/୨୦୨୬ରିଖ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ପୌରାଞ୍ଚଳ ୱାର୍ଡ଼ ୨୦ ନସୁମ୍ୱର ଆଙ୍କୋରଡ଼ା ଗ୍ରାମର ଶିବ ବାଡତ୍ୟା ଙ୍କ ୮ବର୍ଷର ସାନ ପୁଅ ଭେଙ୍କେଟେଶ୍ୱର ବାଡତ୍ୟା ଥାଲାସେମିଆ ରୋଗରେ ଆକ୍ରାନ୍ତ। ପ୍ରତି ମାସରେ ବ୍ଲଡ ଚଢ଼ାଉ ଥିଲେ ଏବେ ଅଧିକ ଅସୁସ୍ଥ ହେବାରୁ ତାଙ୍କର Born marrow (ଅସ୍ତ୍ର ପଚାର) ଅପରେସନ ହେବ ତେଣୁ 45ଲକ୍ଷ ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ଅନେକ ଜାଗାରୁ ଆର୍ଥିକ ସାହାଯ୍ୟ ପାଇଛନ୍ତି ଆଉରି 15ଲକ୍ଷ ଟଙ୍କା ଆବଶ୍ୟକ ଏଣୁ ଆଜି ବିପଦର ବନ୍ଧୁ ଓଡ଼ିଶା ସଙ୍ଗଠନ ତରଫରୁ 20000 ଟଙ୍କା ଆର୍ଥିକ ସାହାଯ୍ୟ କରିବା ସହିତ ପିଲାଟିର ଆସୁ ଆରୋଗ୍ୟ କାମନା କରିଛନ୍ତି।ଆଜି ସେମାନେ ବେଙ୍ଗାଲୁରୁ ଚିକିତ୍ସା ପାଇଁ ଯାଇଛନ୍ତି।ଏଣୁ ଆପଣ ମାନଙ୍କୁ ବି ଅନୁରୋଧ କରିଛନ୍ତି କିଛି ସାହାଯ୍ୟ କରିବା ପାଇଁ। ଆପଣ ମାନେ ସାହାଯ୍ୟ କରିବାକୁ ଚାହୁଁଥିଲେ କରି ପାରିବେ। ଗଣେଶ ପାଣିଗ୍ରାହୀ ରିପୋର୍ଟ
account no:34876340674 (siba badatya)
IFSC Code:SBIN0010131

22
2704 views