logo

ଆଜି ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଙ୍କ କରକମଳରେ ସୁଭଦ୍ରା ଯୋଜନା ଅଧୀନରେ ୪ ଲକ୍ଷ ୫୭ ହଜାରରୁ ଊର୍ଦ୍ଧ୍ଵ ମହିଳାଙ୍କୁ ୩୧୫ କୋଟିରୁ ଊର୍ଦ୍ଧ୍ଵ ଟଙ୍

ଆଜି ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଙ୍କ କରକମଳରେ ସୁଭଦ୍ରା ଯୋଜନା ଅଧୀନରେ ୪ ଲକ୍ଷ ୫୭ ହଜାରରୁ ଊର୍ଦ୍ଧ୍ଵ ମହିଳାଙ୍କୁ ୩୧୫ କୋଟିରୁ ଊର୍ଦ୍ଧ୍ଵ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ସୁଭଦ୍ରା ଯୋଜନା ଏକ ଆର୍ଥିକ ସହାୟତା ଯୋଜନାରେ ସୀମିତ ନରହି, ଏବେ ଲକ୍ଷ ଲକ୍ଷ ମହିଳାଙ୍କ ସ୍ବପ୍ନ ପୂରଣ ଦିଗରେ ସଶକ୍ତ ପୃଷ୍ଠପୋଷକ ସାଜିଛି । ମା ଓ ଭଉଣୀମାନଙ୍କୁ ଦକ୍ଷତା ବିକାଶ ତାଲିମ ଏବଂ ଉଦ୍ୟୋଗୀ କରିବା ପାଇଁ ତାଲିମ ମଧ୍ୟ ପ୍ରଦାନ କରାଯାଉଛି ।

ଭୁବନେଶ୍ୱରର ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏକାମ୍ର (ଭୁବନେଶ୍ୱର)ର ମାନ୍ୟବର ବିଧାୟକ ଶ୍ରୀ ବାବୁ ସିଂ, ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ, ଅନ୍ୟ ବରିଷ୍ଠ ଅଧିକାରୀଗଣ ଏବଂ ସୁଭଦ୍ରାଭଉଣୀମାନେ ଯୋଗଦେଇଥିଲେ । Narendra Modi PMO India Women & Child Development, Government of Odisha CMO Odisha #subhadra #SubhadraYojana #VibrantWcd

1
0 views