ଯୁବ କଂଗ୍ରେସ ନେତା ରାଜେଶ ମିଶ୍ରଙ୍କ ଆତ୍ମହତ୍ୟା
ନିଜବନ୍ଧୁକ ରୁ ନିଜେ ଗୁଳିକାର ଆତ୍ମ ହତ୍ୟା କରିଛନ୍ତି ରାଜେଶ l ସୋନପୁର ଭଗବତୀ ପ୍ଲଟ ସ୍ଥିତ ବାସଭବନ ରେ ଘଟିଛି ଘଟଣା l
ଯୁବ କଂଗ୍ରେସ ନେତା ରାଜେଶ ମିଶ୍ରଙ୍କ ଆତ୍ମହତ୍ୟା
ନିଜବନ୍ଧୁକ ରୁ ନିଜେ ଗୁଳିକାର ଆତ୍ମ ହତ୍ୟା କରିଛନ୍ତି ରାଜେଶ l ସୋନପୁର ଭଗବତୀ ପ୍ଲଟ ସ୍ଥିତ ବାସଭବନ ରେ ଘଟିଛି ଘଟଣା l ତେବେ କାହିଁକି ଓ କେଉଁ ପରିସ୍ଥିତିରେ ରାଜେଶ ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ହୋଇନଥିଲେହେ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରୁଛି l ଜିଲ୍ଲା ଯୁବ କଂଗ୍ରେସ କୋଷାଧକ୍ଷ ପଦରେ ରାଜେଶ ମିଶ୍ର ରହିଥିବା ଜଣା ଯାଇଛି ଗଣେଶ ପାଣିଗ୍ରାହୀ ରିପୋର୍ଟ