ଭାରତ ଅର୍ଥ ବ୍ୟବସ୍ଥାର ସୁଧାର ଆଣ ଅର୍ଥମନ୍ତ୍ରୀ।
ମୋଦି ସରକାର ଅମଳରେ ହୋଇଥିବା ଅର୍ଥ ବ୍ୟବସ୍ଥା ଖରାପ କରିଲା ପରେ ଆରବିଆଇ ଓ ତେଲ କମ୍ପାନୀ ପାଖରେ ହାତ ପତାଇଥିଲେ ମୋଦି। ସବୁ ସ୍ତରରେ ଦେଶକୁ ବର୍ବାଦ କଲା ପରେ ଭାଜପା ସରକାର ତୁଳନା କରୁଛି ଏବେ।