logo

ବ୍ରହ୍ମପୁର (ଗଞ୍ଜାମ) ଓଡ଼ିଶା, ସ୍କୁଲ ଟ୍ରାଫିକ ସମସ୍ୟା


ବ୍ରହ୍ମପୁର ସହରର ସ୍କୁଲ ଅଞ୍ଚଳରେ ପ୍ରତିଦିନ ସକାଳ ଓ ଛୁଟି ସମୟରେ ଭାରି ଟ୍ରାଫିକ ଜାମ ଦେଖାଯାଉଛି। ସଙ୍କୁଚିତ ସଡକ, ଅନିୟନ୍ତ୍ରିତ ପାର୍କିଂ ଓ ଟ୍ରାଫିକ ପୁଲିସର ଅଭାବରୁ ଛାତ୍ରଛାତ୍ରୀ ଓ ଅଭିଭାବକ ଅସୁବିଧାରେ ପଡୁଛନ୍ତି।
ସ୍ଥାନୀୟ ଲୋକେ ସୁଚିତ୍ର ଟ୍ରାଫିକ ବ୍ୟବସ୍ଥା ଦାବି କରିଛନ୍ତି।


JAY HIND

2
100 views