#୪ଗିରଫ_ଖଣ୍ଡା_ବୋମା_ଜବତ
ବଡ଼ ବଜାର ଥାନା ପୋଲିସ ୪ ଜଣ ଅସାମାଜିକ ଯୁବକକୁ ଗିରଫ କରିଛି l ବିଳମ୍ୱିତ ରାତିରେ ପେଟ୍ରଲିଂ ବେଳେ ଧାନମେରା ସାହିର ୪ ଜଣକୁ ଗିରଫ କରିଛି l ଗିରଫ ଅଭିଯ
#୪ଗିରଫ_ଖଣ୍ଡା_ବୋମା_ଜବତ
ବଡ଼ ବଜାର ଥାନା ପୋଲିସ ୪ ଜଣ ଅସାମାଜିକ ଯୁବକକୁ ଗିରଫ କରିଛି l ବିଳମ୍ୱିତ ରାତିରେ ପେଟ୍ରଲିଂ ବେଳେ ଧାନମେରା ସାହିର ୪ ଜଣକୁ ଗିରଫ କରିଛି l ଗିରଫ ଅଭିଯୁକ୍ତ ମାନେ ହେଲେ ଯୋଗେଶ କୁମାର ଗରୁଡ଼ ଔରଫ ମୁଣ୍ଡ,ଜିତେଶ ଦଳ ବେହେରା,ଗଣେଷ ନାୟକ,ମୁନା ସେଠୀ ହୋଇଥିବା ବେଳେ ଅଭିଯୁକ୍ତ ମାନଙ୍କ ଠାରୁ ପୋଲିସ ହାତ ତିଆରି ଜୀବନ୍ତ ବୋମା ତିନୋଟି ଏବଂ ପାଞ୍ଚଟି ବଡ ଆକାରର ଖଣ୍ଡା ଜବତ ହୋଇଛି ବୋଲି ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ସର୍ବଣା ବିବେକ ଏମ୍ l
ଗଣେଶ ପାଣିଗ୍ରାହୀ ରିପୋର୍ଟ