ଭାରତ ଆମେରିକା ଉପରେ ଟାରିଫ ଲଗାଇଲା।
ଭାରତ ଆମେରିକା ଟ୍ରେଡ୍ ଡିଲ୍ ଉପରେ ଦବ୍ ଦବା। ଆମେରିକା ସିନେଟର ରେ ଡାଲି ଉପରେ ଭାରତ 30% ଟାରିଫ୍ ଲଗାଇଛି। ତେଣୁ ଟ୍ରମ୍ପ ଭାରତକୁ ଟାରିଫ୍ ହଟାଇବା ପାଇଁ ଅନୁରୋଧ କରିଛନ୍ତି।