logo

ଇରାନ୍ ଚେତାବନୀ ଦେଉଛି ଇସ୍ରାଏଲକୁ।

ଇରାନ ଏକ ମିନିଟ୍ ରେ ଧ୍ବଂସ କରିବା ପାଇଁ ଇସ୍ରାଏଲ କୁ ଚେତାବନୀ ଦେଲେ ୟୁ଼ ଏସ୍ ପୂର୍ବତନ କୋଲୋନେଲ୍। ତାହା ସହ ସେ କହିଛନ୍ତି ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ ଅଛି ଓ ଆମେରିକା ଶାନ୍ତି ଚାହୁଁନାହିଁ। ଏହା ଆଗାମୀ ଦିନରେ ଭୟକଂର ହେବ ବୋଲି ସେ କହିଛନ୍ତି।

0
473 views
1 comment  
  • Bozzam Prabhu Raj Kumar

    No war peace in both countries