logo

ମକର ସଂକ୍ରାନ୍ତି ଉପଲକ୍ଷେ ଯୁବ ସମାଜଙ୍କୁ ଶୁଭେଚ୍ଛା


ପବିତ୍ର ମକର ସଂକ୍ରାନ୍ତିର ଶୁଭ ଅବସରରେ ବଟହରିଚନ୍ଦନପୁର ଅଞ୍ଚଳର ସମସ୍ତ ଯୁବ ସମାଜଙ୍କୁ ହୃଦୟପୂର୍ଣ୍ଣ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଉଛି। ଏହି ପବିତ୍ର ପର୍ବ ଆମ ଜୀବନରେ ସୁଖ, ସମୃଦ୍ଧି, ସାନ୍ତି ଓ ନୂତନ ଆଶା ଆଣୁକ—ଏହା ଆମର କାମନା।
ମକର ସଂକ୍ରାନ୍ତି ଭାଇଚାରା, ଏକତା ଓ ସଂସ୍କୃତିକ ମୂଲ୍ୟବୋଧକୁ ସୁଦୃଢ଼ କରିବାର ଅବସର। ଯୁବ ସମାଜ ଆଗାମୀ ଦିନରେ ସମାଜ ସେବା, ସଂସ୍କୃତି ସଂରକ୍ଷଣ ଓ ଉନ୍ନତିର ପଥରେ ଅଗ୍ରଣୀ ଭୂମିକା ନିଭାଉ—ଏହା ଆମର ଆଶା।

ଶୁଭେଚ୍ଛୁକ:
ରାଜୀବ ଲୋଚନ ସାହୁ
ବଟହରିଚନ୍ଦନପୁର

7
343 views