ଗଞ୍ଜାମ ତହସିଲ ଅନ୍ତର୍ଗତ ବରଦା ଗ୍ରାମରେ ଘଟିଥିବା ଅଗ୍ନିକାଣ୍ଡରେ ଚାଷୀମାନଙ୍କର ଅମଳ ହୋଇ ସଞ୍ଚିତ ଧାନ ଗଦା ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ଯାଞ୍ଚ।
ଗଞ୍ଜାମ ତହସିଲ ଅନ୍ତର୍ଗତ ବରଦା ଗ୍ରାମରେ ଘଟିଥିବା ଅଗ୍ନିକାଣ୍ଡରେ ଚାଷୀମାନଙ୍କର ଅମଳ ହୋଇ ସଞ୍ଚିତ ଧାନ ଗଦା ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ଯାଞ୍ଚ।ଗଞ୍ଜାମ ତହସିଲ ଅନ୍ତର୍ଗତ ବରଦା ଗ୍ରାମରେ ଘଟିଥିବା ଅଗ୍ନିକାଣ୍ଡରେ ଚାଷୀମାନଙ୍କର ଅମଳ ହୋଇ ସଞ୍ଚିତ ଧାନ ଗଦା ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ଦୁଃଖଦ ଖବର ପାଇବା ସହିତ ଏଠାରେ ପହଞ୍ଚି ଏହି ବିଷୟରେ ସମ୍ପର୍କିତ ଅଧିକାରୀମାନଙ୍କ ସହ ତତ୍କାଳ ଆଲୋଚନା କରାଗଲା।ଅଗ୍ନିକାଣ୍ଡରେ ପୀଡ଼ିତ ଚାଷୀମାନଙ୍କୁ ସରକାରୀ ନିୟମାନୁସାରେ କିପରି ଯଥାଯଥ କ୍ଷତିପୂରଣ ଓ ସହାୟତା ମିଳିପାରିବ, ସେଥିପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ମଧ୍ୟ ଗଭୀର ଆଲୋଚନା କରାଯାଇଛି|ପୀଡ଼ିତ ଚାଷୀଙ୍କ ପାଖରେ ସରକାରୀ ସହାୟତା ଶୀଘ୍ର ପହଞ୍ଚିବାକୁ ଆମେ ସତତ ଚେଷ୍ଟାରତ କରିଛୁ। ଗଣେଶ ପାଣିଗ୍ରାହୀଙ୍କ ରିପୋର୍ଟ, ମୋବାଇଲ: 7894715457