logo

ସାବା ପଞ୍ଚାୟତରେ ଶେଷ ଜନ ଶୁଣାଣି କାର୍ଯକ୍ରମ।

ସାବା ପଞ୍ଚାୟତରେ ଶେଷ ଜନ ଶୁଣାଣି କାର୍ଯକ୍ରମ।

ଆସିକା:(୧୨/୧/୨୬)(ଗଣେଶ ପାଣିଗ୍ରାହୀ)ଆଜି ଧରାକୋଟ ବ୍ଲକର ଶେଷ ଜନଶୁଣାଣି କାର୍ଯ୍ୟକ୍ରମ ସାବା ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି। ଏହି ଜନଶୁଣାଣୀ କାର୍ଯ୍ୟକ୍ରମ ରେ ବି ଡି ଓ ସଂଗ୍ରାମ କେଶରୀ ଜେନା,ତହସିଲଦାର ଲମ୍ବୋଦର ମାରାଣ୍ଡି,ଏ ବିଡ଼ିଓ ସୁଶୀଲ ପଟ୍ଟନାୟକ,ସି ଡି ପି ଓ ସୁନୀଲ ପ୍ରଭା ରଥ,ସରପଞ୍ଚ ସୁଲେମାନ ମଣ୍ଡଳ, ସମିତି ସଭ୍ୟ ପ୍ରତିନିଧି ମନୋଜ କୁମାର ପାତ୍ର, ନାଏବ ସରପଞ୍ଚ, ସୁଗ୍ରୀବ ନାୟକ,ଭି ଏ ଏସ ଡାକ୍ତର ମାନସ ରଞ୍ଜନ ପଲେଇ, ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ପାଣିଗ୍ରାହୀ,କନିଷ୍ଠ ଯନ୍ତ୍ରୀ ବିଜୟ ଲକ୍ଷ୍ମୀ ସାହୁ,ବି ଏସ ଏସ ଓ ସଚିନ ପାତ୍ର କଲ୍ୟାଣ ଅଧିକାରୀ ଅନନ୍ୟା ପଣ୍ଡା, ଏ ପି ଓ ନନ୍ଦିନୀ ଦାସ,ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ ରାକେଶ ମାଝୀ, ମୃତ୍ତିକା ସଂରକ୍ଷଣ ଅଧିକାରୀ ବିରୁପାକ୍ଷ ପଟନାୟକ, ଉଠା ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ରବିନ୍ଦ୍ର କୁମାର ପଣ୍ଡା,ଜି ପି ଇ ଓ ଦେବରାଜ ନାୟକ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ ଚିନ୍ମୟୀ ରାଉତ,ରାଜସ୍ବ ନୀରିକ୍ଷକ ଏସ ଯାଗେୟା,ବ୍ଲକ କୃଷି ଅଧିକାରୀ ବିଶ୍ଵନାଥ ବେହେରା,ସହ କୃଷି ଅଧିକାରୀ ଅନିଲ କୁମାର ବେହେରା,ପଞ୍ଚାୟତ ନିର୍ବାହୀ ଅଧିକାରୀ ବିଶ୍ୱଜିତ ମଲିକ, ଏ ଡି ଇ ଓ ଦୁଷ୍ମନ୍ତ ଖାଡଙ୍ଗା,ମନରେଗା ବିଭାଗ ର ଅମେସ ବେହେରା,ଦୀପକ ପଟନାୟକ, ସଂଜୀବ ରାଉଳ, ଯୋଗାଣ ସହାୟକ ଲିଟୁ ନାୟକଙ୍କ ସମେତ ସମସ୍ତ ଲାଇନ୍ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।ଆଜିର ଜନଶୁଣାଣୀ ରେ ମୋଟ 65 ଜଣ ନିଜର ଲିଖିତ ଅଭିଯୋଗ ଦାଖଲ କରିଥିଲେ।

ଗଣେଶ ପାଣିଗ୍ରାହୀ ରିପୋର୍ଟ, ମୋବାଇଲ: 78947 15457

5
927 views