logo

ଦୋକାନ ବସାଇବାକୁ କେନ୍ଦ୍ର କରି ଦୁଇ ସମ୍ପର୍କୀୟ ଭାଇ ମଧ୍ଯରେ ଗଣ୍ତଗୋଳ, ଭାଇ କୁ ଛୂରୀ ମାରିଲା ଭାଇ,

ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଥାନା ନନ୍ଦିକା ଗ୍ରାମ ରେ ଦୁକାନ ବସାଇବାକୁ କେନ୍ଦ୍ର କରି ଦୁଇ ସମ୍ପର୍କୀୟ ଭାଇ ମଧ୍ଯରେ ଗଣ୍ତଗୋଳ, ଭାଇ କୁ ଛୂରୀ ମାରିଲା ଭାଇ, ପରସ୍ପର କୁ ଆକ୍ରମଣ ବେଳେ ଦୁଇ ଭାଇ ଗୁରୁତର ହୋଇଛନ୍ତି , ଦୋଇ ଭାଇ ହେଲେ ରାଜକିଶୋର ପାତ୍ର ଏବଙ୍ଗ ଅମିତାଭ ପାତ୍ର ଏବେ ଗୁରୁତର ଅବସ୍ଥାରେ ବାଲେଶ୍ଵର ହସ୍ପିଟାଲ୍ ରେ ଭର୍ତି କରାଯାଇଛି । ଜଳେଶ୍ଵର ପୋଲିସ୍ ପହଂଚି ତଦନ୍ତ କରୁଆଛି।

11
342 views