logo

ଘଟଗାଁ ବାଇପାସ୍‌ରେ ବସ- କୁ - ବାଇକ୍ ଧକl ରେ ବାଇକ୍ ଚଳକ ଆହତ

ତାରିଖ -12.01.2026 ସମୟ -12.00

ଘଟଗାଁ ବାଇପାସ୍‌ ନିକଟରେ ବସ୍ ଓ ବାଇକ୍‌ ମଧ୍ୟରେ ଧକ୍କା ଲାଗି ଏକ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଦୁଇଜଣ ବାଇକ୍ ଚାଳକ ଆହତ ହୋଇଛନ୍ତି।
ଆହତମାନଙ୍କୁ ସଙ୍ଗେସଙ୍ଗେ ଘଟଗାଁ ଚିକିତ୍ସା କେନ୍ଦ୍ରକୁ ନେଇ ଚିକିତ୍ସା କରାଯାଇଛି। ଡାକ୍ତରମାନଙ୍କ କହିବାନୁସାରେ ସେମାନଙ୍କର ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି।
ଖବର ପାଇ ଘଟଣାସ୍ଥଳରେ ଆଜିଜ ଭାଈ ପହଞ୍ଚି ଆହତ ମାନଙ୍କୁ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ରେ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇଥିଲେ ଓ ରାସ୍ତାରେ ଯାତାୟାତ କରୁଥିବା ଯାନଚାଳକମାନଙ୍କୁ ସାବଧାନତା ସହ ଗାଡ଼ି ଚଲାଇବାକୁ ପରାମର୍ଶ ଦେଇଥିଲେ

38
62 views
  
1 shares