logo

ରାଉରକେଲା ର ଜାଲଦା ପାଖରେ ହୋଇଥିବା ବିମାନ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ବିମାନ ର ସ୍ଥିତି ଦେଖିବା ସହ ଉପସ୍ଥିତ ଅଧିକାରୀଙ୍କ ସହ ଯାଞ୍ଚ ବିଷୟରେ ଅନୁଧ୍ୟାନ କରିଲି

ରାଉରକେଲା ର ଜାଲଦା ପାଖରେ ହୋଇଥିବା ବିମାନ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ବିମାନ ର ସ୍ଥିତି ଦେଖିବା ସହ ଉପସ୍ଥିତ ଅଧିକାରୀଙ୍କ ସହ ଯାଞ୍ଚ ବିଷୟରେ ଅନୁଧ୍ୟାନ କରିଲି। ଏହା ସହ ସ୍ଥାନୀୟ ଅଧିବାସୀ ବିଶେଷ କରି ସ୍ଵାସ୍ଥ୍ୟ କର୍ମୀ ଯେଉଁ ମାନଙ୍କ ତ୍ୱରିତ ସାହାଯ୍ୟ ଏବଂ ଚେଷ୍ଟା କାରଣ ରୁ ବହୁମୂଲ୍ୟ ଜୀବନ ରକ୍ଷା ହୋଇ ପାରିଲା ଭେଟି ମୋର ଆନ୍ତରିକ ଧନ୍ୟବାଦ ଜ୍ଞାପନ କରିଲି।

0
0 views