କୋରାପୁଟ୍ ଜିଲ୍ଲା ପୁଞିସିଲ ଜଳପ୍ରପାତ ଅବହେଳିତ ଅବସସ୍ତାରେ।
ଓଡିଶାର କୋରପୁଟ୍ ଜିଲାର ପୁଞ୍ଜିସିଲି ଜଳପ୍ରପାତକୁ କୋରାପୁଟ୍ ଜିଲ୍ଲା ସମେତ ଆଖପାଖ ରାଜ୍ୟ ତଥା ଛତିସଗଡ ଓ ଆନ୍ଧ୍ର ପ୍ରଦେଶ ଏବଂ ଓଡ଼ିଶାର ଅନ୍ୟାନ୍ୟ ଜିଲାରୁ ବର୍ତ୍ତମାନ ହଜାର ହଜାର ପର୍ଯ୍ୟଟକଙ ଏଠାକୁ ଛୁଟି ଆସିଥାନ୍ତି। କିନ୍ତୁ ଏଠାରେ ପର୍ଯ୍ୟଟକଙ୍କ ଗାଡିରଖିବା ପାଇଁ କୌଣସି ଜାଗାର ସୁବିଧା ନଥିବା ସ୍ଥଳେ ପରିବେଶ ର ସୁରକ୍ଷାପାଇଁ ହେଉ କିମ୍ବା ମହିଳାମାନଙ୍କ ପାଇଁ କୌଣସି ପରିଶ୍ରାଗାରଟିଏ ମଧ୍ୟ ଏଠାରେ ନାହଁ।ଯାହାଫଳରେ ଏଠାକୁ ବୁଲିବାକୁ ଓ ବଣଭୋଜି କରିବାକୁ ଆସିଥିବା ପର୍ଯ୍ୟଟକମାନେ ସୁରକ୍ଷିତ ମନେକରୁ ନାହାଁନ୍ତି ।ଏଣୁ କୋରାପୁଟ ଜିଲ୍ଲପ୍ରଶାସନ କୁ ଅନୁରୋଧକି ଏଥିପ୍ରତି ଟିକେ ଦୃଷ୍ଟି ଦେଲେ ଆହୁରିଅଧିକ ମାତ୍ରରେ ପର୍ଯଟକ ଏଠାକୁ ଆସିପାରିବେ ଓ ସୁରକ୍ଷିତ ମନେକରିବେ।