logo

ସଡ଼କ ସୁରକ୍ଷା ମାସ -୨୦୨୬ ଅବସରରେ ମାଗଣା ଚକ୍ଷୁ ଓ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ତା:୧୦/୦୧/୨୦୨୬। ଜୁନାଗଡ଼ କେ,ଟି,ଓ,ଏ, ଆନୁକୁଲ୍ୟରେ

ସଡ଼କ ସୁରକ୍ଷା ମାସ–୨୦୨୬ ଅବସରରେ ମାଗଣା ଚକ୍ଷୁ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର
କଳାହାଣ୍ଡି :
ସଡ଼କ ସୁରକ୍ଷା ମାସ–୨୦୨୬ ଅବସରରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, କଳାହାଣ୍ଡି ଏବଂ କେ.ଟି.ଏ.ଓ., ଜୁନାଗଡ଼ଙ୍କ ସହଯୋଗରେ ଏକ ମାଗଣା ଚକ୍ଷୁ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ସଫଳତାର ସହିତ ଆୟୋଜିତ ହୋଇଯାଇଛି।
ଏହି ଶିବିରରେ ସମସ୍ତ ଯାନ ମାଲିକ ଓ ଚାଳକମାନଙ୍କ ସହଯୋଗରେ ଶତାଧିକ ବ୍ୟକ୍ତିଙ୍କର ଚକ୍ଷୁ ଓ ସାଧାରଣ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଚକ୍ଷୁ ଦୃଷ୍ଟି ଦୁର୍ବଳ ଥିବା ଲୋକମାନଙ୍କୁ ମାଗଣା ଚଷମା ମଧ୍ୟ ପ୍ରଦାନ କରାଯାଇଥିଲା।
ସଡ଼କ ସୁରକ୍ଷା ସହ ସ୍ୱାସ୍ଥ୍ୟ ସଚେତନତାକୁ ଗୁରୁତ୍ୱ ଦେଇ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସାଧାରଣ ଲୋକଙ୍କ ମଧ୍ୟରେ ବ୍ୟାପକ ପ୍ରଶଂସା ମିଳିଛି। ଆଗାମୀ ଦିନରେ ଏପରି କାର୍ଯ୍ୟକ୍ରମ ଆଉ ଅଧିକ ଆୟୋଜନ କରାଯିବ ବୋଲି ଆୟୋଜକମାନେ କହିଛନ୍ତି।

3
58 views