logo

ICDS ପଷରୁ ବୁଗୁଡ଼ାରେ ବେଟି ବେଟି ବଚାଓ ବେଟି ପଢାଓ କାର୍ଯ୍ୟକ୍ରମ।

ବବିତା କୁମାରୀ ପଣ୍ଡାକଂ ଆନୁକୂଲ୍ୟରେ ବିଭାଗର କାର୍ଯ୍ୟଳୟ ପରିସରରେ 9/1/26 ତାରିଖ ଦିନ ବେଟି ବଚାଓ ବେଟି ପଢାଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବୁଗୁଡ଼ା ବିଡ଼ିଓ ଦୁତିକୣଷ୍ଣ ପାତ୍ର, ଏବିଡିଓ ଧର୍ମରାଜ ପରିଡା ଯେ।ଗ ଦେଇ ଝିଅ ମାନଙ୍କ ବିଭିନ୍ନ
ଅଧିକାର ବିଷୟରେ ଓ ସରକାରୀ ଯେ।ଜନା ବିଷୟରେ ଆଲୋକପାତ କରିଥିଲେ।

0
0 views