logo

ଓଡିଶା ସୁସ୍ଥ ପରିବେଶ ଓ ଶୁସାଶନ ହକଦାର୍।

ଅପରିପକ୍ବ ନୀତି ରେ ନବୀନ ପଟ୍ଟନାୟକ କହିଛନ୍ତି,ରାଜ୍ୟରେ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣ ପତ୍ର କାର୍ଯ୍ୟକାରୀ କରିବାକୁ ବିଜେପି ସରକାରକୁଂ କଡା ସମାଲୋଚନା କରିଛନ୍ତି।ପ୍ରଦୂଷଣ ନିୟନ୍ତ୍ରଣ ନାମରେ ରାଜ୍ୟବାସୀକୁଂ ହଇରାଣ ନ କରାଯାଉ।

5
121 views