logo

ଲିଭିଗଲା_ତିନିଟି_କୋମଳମତି_ଜୀବନର_ଦୀପ💐

ଅଭିଭାବକ_ମାନେ_ସଚେତନ_ହୁଅନ୍ତୁ ! ଆପଣଙ୍କ ସାମାନ୍ୟ ଶିଥିଳତା ପିଲାଙ୍କ ପାଇଁ କାଳ ହୋଇପାରେ। କାଳ ସାଜିଲା କାର୍ ଦୁର୍ଘଟଣା, ୩ ଜଣ ଛାତ୍ରଙ୍କ ଅକାଳ ବିୟୋଗ। ସମ୍ବଲପୁର ନକ୍ସାପାଲିରେ ଘଟିଥିବା ଏହି ମର୍ମନ୍ତୁଦ ଦୁର୍ଘଟଣା ସମଗ୍ର ସମାଜ ପାଇଁ ଏକ ଚେତାବନୀ।

📍 ​ନକ୍ସାପାଲି ନିକଟରେ ଘଟିଥିବା ଭୟଙ୍କର କାର୍ ଦୁର୍ଘଟଣା ଆଜି ତିନୋଟି ପରିବାରର ହସଖୁସିକୁ ଛଡ଼ାଇ ନେଇଛି। ୧୮ ବର୍ଷରୁ କମ୍ ବୟସର ପିଲାଙ୍କ ହାତରେ ଗାଡ଼ି ଚାବି ଦେବା କେତେ ଭୟଙ୍କର ହୋଇପାରେ, ଏହା ତାହାର ଏକ ଦୁଃଖଦ ଉଦାହରଣ। ପିଲାଙ୍କ ଜିଦ୍ ଆଗରେ ହାର ମାନନ୍ତୁ ନାହିଁ, ସେମାନଙ୍କ ଜୀବନର ମୂଲ୍ୟ ବୁଝନ୍ତୁ। 🙏🙏🙏

📍 ​ନକ୍ସାପାଲି କାର୍ ଦୁର୍ଘଟଣା ଆଜି ଅନେକ ପ୍ରଶ୍ନ ଛାଡି ଯାଇଛି। ବିନା ଲାଇସେନ୍ସରେ ନାବାଳକ ପିଲାଙ୍କୁ ଗାଡ଼ି ଚଳାଇବାକୁ ଦେବା ମୃତ୍ୟୁକୁ ନିମନ୍ତ୍ରଣ ଦେବା ସହ ସମାନ। ଆଜିର ଏହି ଦୁଃଖଦ ଘଟଣା ସମସ୍ତଙ୍କ ପାଇଁ ଏକ ଶିକ୍ଷା ହେଉ।

📍 ସୁରକ୍ଷିତ ରୁହନ୍ତୁ, ନିୟମ ମାନନ୍ତୁ।

ମୃତ ଆତ୍ମାଙ୍କ ସଦଗତି କାମନା କରୁଛୁ। 🙏

1
317 views