logo

କବିସୂର୍ଯ୍ୟନଗର ଗୋବିନ୍ଦପୁର ଗାଁରେ ମାଙ୍କଡକୁ ପିଟିପିଟି ହତ୍ୟା । ମୃତ ମାଙ୍କଡକୁ ଖୁଣ୍ଟରେ ଝୁଲାଇ ଦେଲା ହତ୍ୟାକାରୀ । ସତରେ ସାମାନ୍ୟ ଫସଲ ଖାଇଦେଲା ବୋଲି ରାମଙ୍କ ବାହାନ ମାଙ୍କଡ

କବିସୂର୍ଯ୍ୟନଗର ଗୋବିନ୍ଦପୁର ଗାଁରେ ମାଙ୍କଡକୁ ପିଟିପିଟି ହତ୍ୟା । ମୃତ ମାଙ୍କଡକୁ ଖୁଣ୍ଟରେ ଝୁଲାଇ ଦେଲା ହତ୍ୟାକାରୀ । ସତରେ ସାମାନ୍ୟ ଫସଲ ଖାଇଦେଲା ବୋଲି ରାମଙ୍କ ବାହାନ ମାଙ୍କଡକୁ ହତ୍ୟା କରିଦେଲା ମଣିଷ । ଏପଟେ ବନ ବିଭାଗ କେବଳ ଖବର ପାଇ ମାଙ୍କଡର ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଅ।ରମ୍ଵ କରିଛି । ତେବେ ମଣିଷ ହତ୍ୟାକାରୀକୁ ଯଦି ଦଣ୍ଡ ଅଛି ମାଙ୍କଡ ହତ୍ୟାକାରୀକୁ କି ଦଣ୍ଡ ଅଛି ବନ ବିଭାଗ କହିପାରୁନାହିଁ । ଯାହାକି ଏବେ ଚିନ୍ତାର କାରଣ ହୋଇଛି......
#Ganjamdistrict #monkey #MonkeyLife #MurderCase #Kabisuryanagar #GanjamSP #ForestDepartment

5
186 views