logo

ରାଜ୍ୟ ଗଣଶିକ୍ଷା ବିଭାଗର ଉପ ନିର୍ଦ୍ଦେଶକଙ୍କ ମହାବିଦ୍ୟାଳୟ ପରିଦର୍ଶନ, ସେମିଳିଗୁଡା,କୋରାପୁଟ, ଓଡ଼ିଶା,

#ରାଜ୍ୟ ଗଣଶିକ୍ଷା ଵିଭାଗର ଉପ ନିର୍ଦ୍ଦେଶିକା ଙ୍କ ମହାବିଦ୍ୟାଳୟ ପରିଦର୍ଶନ ।
ରାଜ୍ୟ ଗଣଶିକ୍ଷା ବିଭାଗର ଉପ ନିର୍ଦ୍ଦେଶିକା ଶ୍ରୀମତୀ ନମିତା ମାଳି ଆଜି ସେମିଳିଗୁଡା ମହାବିଦ୍ୟାଳୟ ପରିଦର୍ଶନରେ ଆସିଥିଲେ | ଅଧ୍ୟକ୍ଷା ଡ.ଝାନ୍ ସି ସିଂହ ତାଙ୍କୁ ପୁଷ୍ପ ଗୁଚ୍ଛ, ଉପଢୌକନ ଦେଇ ସୌଜନ୍ୟ ମୂଳକ ସ୍ୱାଗତ କରିବା ସହିତ ମହାବିଦ୍ୟାଳୟର ବିଭିନ୍ନ ପ୍ରକାର ସମସ୍ୟା ସମ୍ପର୍କରେ ଆଲୋଚନା କରି କଲେଜ ପରିକ୍ରମା କରିଥିଲେ। ତତପରେ ସମସ୍ତ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀଙ୍କ ସହିତ+୨ଏବଂ +୩ ଶିକ୍ଷା ସମ୍ପର୍କରେ ମଧ୍ୟ ଆଲୋଚନା ଜାରିଥିଲେ | ସମସ୍ତ ଅଧ୍ୟାପକ ଅଧ୍ୟାପିକା ମିଳିତ ଭାବରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନିର୍ମାଣରେ ସହଯୋଗ କରିବା ସହ ଅନୁଷ୍ଠାନ ମଧ୍ୟରେ ଶୈଖିକ ବାତାବରଣ ସୃଷ୍ଟି କରିବା ପାଇଁ କହିଥିଲେ |

6
260 views