logo

ସମତାର ସଦୁପଯୋଗ ରେ ଆଇ ଏ ଏସ୍।

ଭୂବନେଶ୍ଵର ରାମ ମନ୍ଦିର ପାଖରେ ଭିକ ମାଗୁଥିବା ବାପା ଓ ପୁଅ। ଏହି ଦୣଶ୍ୟ କୁ ଦେଖି ବରିଷ୍ଠ ଆଇ ଏ ଏସ୍ ଉଷା ପାଢ଼ୀ ଗାଡି ରୁ ଓହ୍ଲାଇ ତୁରନ୍ତ BMC କୁ ନିର୍ଦ୍ଦେଶ ଦେଇ ସେମାନଙ୍କୁ ଉଧାର କରିଥିଲେ। ଏହା ସହ ସେମାନଙ୍କ ରହିବା ବ୍ୟବସ୍ଥା ସହ ପିଲାଟିର ପାଠ ପଢା ବ୍ୟଵସ୍ତା ମଧ୍ୟ କରାଯାଇଛି।

0
0 views