logo

ଏପ୍ରିଲ୍ ରୁ ଜନଗଣନା।

2026ଏପ୍ରିଲ ରୁ ମେ ଭିତରେ ପ୍ରଥମ ପର୍ଯ୍ୟାୟ ଜନଗଣନା।2027 ଫେବୃଆରୀ 1 ରେ 2ୟ ପର୍ଯ୍ୟାୟ ଜନଗଣନା।ପ୍ରଥମ ପର୍ଯ୍ୟାୟ ରେ ଘର ଓ ଆବସ ପତ୍ର ଗଣନା। ଚଳିତ ଥର ହେବ ଡିଜିଟାଲ ଜନଗଣନା। ଜନଗଣନା ପାଇଁ 1 ଲଷ ଅଧିକାରୀ।

1
122 views